September 01, 2019 🌹 ସାଥୀ🌹 ହସ କୁ କହିଲି ଦିନେ...... ମୋ ପାଇଁ କି ଟିକେ ..... ହସି ଦବୁ??? ହସ କହିଲା ..... ନାଇଁ ରେ ନାଇଁ.... ମତେ ତୁ କାଳେ ଛଡେଇ ନବୁ ।।।। ଦୁଃଖ କୁ କହିଲି ଦିନେ.... ମୋ ପାଇଁ କି ଟିକେ ..... ଦୁଃଖି ହବୁ ??? ଦୁଃଖ କହିଲା ..... ନାଇଁ ରେ ନାଇ... Read more