ପ୍ରତିଶ୍ରୁତି ତୁମ ଭଲ ପାଇବାର ..... ପ୍ରତିଶ୍ରୁତି ମୋ ମଥା ସିନ୍ଦୁର ର... ଛାଇ ହୋଇ ପାଖେ ପାଖେ ରହିବାର ପ୍ରତିଶୃତି ... ବଢ଼ି ଚାଲିଛି ଆଗକୁ ବହୁତ ଆଗକୁ.... ଖାଲ ଖମା ବିପଦ କୁ ନ ଡରି.... ପ୍ରତିଶ୍ରୁତି ଏକ ଶଦ୍ଦ ଭରିଦିଏ ମନରେ ସାହସ.... ଆସିଯାଏ ମନରେ ଭରସା.... ପ୍ରତିଶ୍ରୁତି ଭଲ ପାଇବାର.... ପ୍ରତିଶ୍ରୁତି କର୍ତ୍ତବ୍ୟ ର... ନ ଥାଏ ଟିକେ ଭି ଛଳନା ... ନା କପଟ....!!! ଅଟେ ଏକ ଶାଶ୍ବତ ନୈଃସର୍ଗିକ ପ୍ରେମ ଡୋରରେ ବନ୍ଧା ଏକ ମଧୂର ସଂପର୍କ ।