ଚାଲନ୍ତୁ ଜୀବନ ରଙ୍ଗମଞ୍ଚ ରୁ କିଛି ସମୟ କାଢି ଶଦ୍ଦ ର ବିନ୍ୟାସ କରି କଳ୍ପନାର ସ୍ବର ତୋଳି ବିଦଗ୍ଧ ହୃଦ ତନ୍ତ୍ରୀରେ ଶିଳ୍ପାନ୍ୟାସ କରିବା ଭାବ ର ଅତର ଢାଳି ଶୂନ୍ୟ ଆକାଶର ଚାରୁ ଚିତ୍ରକଳ୍ପ ରେ। କିଛି ବାଟ ତୁମେ ଆସ କିଛି ବାଟ ଆମେ.... ସୁନ୍ଦର ସୃଷ୍ଟି କୁ ନିଖୁଣ ପରଖି କାବ୍ୟିକ ସୂର ରେ ଶବ୍ଦର ଉତ୍ତାଳ ତରଙ୍ଗରେ ବିମୋହିତ ହବା କିଛି କ୍ଷଣ ପାଇଁ ଆଜିର ବିଶ୍ବ କବିତା ଦିବସରେ ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା