ପ୍ରତିଶ୍ରୁତି ତୁମ ଭଲ ପାଇବାର .....
ପ୍ରତିଶ୍ରୁତି ମୋ ମଥା ସିନ୍ଦୁର ର...
ଛାଇ ହୋଇ ପାଖେ ପାଖେ ରହିବାର ପ୍ରତିଶୃତି ...
ବଢ଼ି ଚାଲିଛି ଆଗକୁ ବହୁତ ଆଗକୁ....
ଖାଲ ଖମା ବିପଦ କୁ ନ ଡରି....
ପ୍ରତିଶ୍ରୁତି ଏକ ଶଦ୍ଦ
ଭରିଦିଏ ମନରେ ସାହସ....
ଆସିଯାଏ ମନରେ ଭରସା....
ପ୍ରତିଶ୍ରୁତି ଭଲ ପାଇବାର....
ପ୍ରତିଶ୍ରୁତି କର୍ତ୍ତବ୍ୟ ର...
ନ ଥାଏ ଟିକେ ଭି ଛଳନା ...
ନା କପଟ....!!!
ଅଟେ ଏକ
ଶାଶ୍ବତ ନୈଃସର୍ଗିକ ପ୍ରେମ ଡୋରରେ ବନ୍ଧା ଏକ ମଧୂର ସଂପର୍କ ।
Comments
Post a Comment