🌹🌹🌹🌹🌹
ଆସ ପ୍ରିୟତମ
ଖେଳିବା ଯେ ହୋଲି....
ତୁମ ଅଧର ସଂଗେ
ମୋ ଅଧର ଦେବି ବୋଳି ।💋
ତୁମ ପ୍ରୀତିର ସାଗରେ
ସଜାଇ ମୋ ପ୍ରେମ
ନଉକା🧘🏻♀
ତୁମ ଫୁଲ ଉପବନେ ହେବି
ଫୁଲ ଭଳି ଭଳି କା .....
🌻🌸🌺🌷
ତୁମେ ମୋ ଶ୍ୟାମରାମ
ମୁଁ ପ୍ରୀତି ପୂଜାରୀ 😍
ତୁମ ପ୍ରେମ ସୁରଭିରେ ଆଜି
ମୁଁ ଖେଳୁ ଅଛି ହୋରି ।🏵
ରଂଗିଯାଅ ପ୍ରୀୟତମ
ମୋ ଫଗୁଣ ରଂଗେ ....💚
ଢାଳି ଦେବି ତୁମ ଉପରେ
ମିଶିଯିବି ସଂଗେ ।💓
ତୁମ ପରଶ ରେ ମୁଁ ଏମିତି
ଖେଳୁଥାଏ ହୋଲି...💃
ତୁମ ଉଜାଣି ଜମୁନା ରେ
ଭାସି ଯାଉ ମୋ ଡୋଲି।
💐💐💐💐💐💐
Comments
Post a Comment