ଜୀବନ ରେ ଥାଏ ଯଦି
ସୁଖ ଓ ଦୁଃଖ
ତୁମେ ଅଟ ସୁଖ ମୁଁ ଅଟ ଦୁଃଖ।
ଜୀବନ ରେ ଥାଏ ଯଦି
ଭଲ ଓ ମନ୍ଦ
ତୁମେ ଅଟ ଭଲ ମୁଁ ଅଟେ ମନ୍ଦ।।
ଜୀବନ ରେ ଥାଏ ଯଦି
ହସ ଓ କାନ୍ଦ
ତୁମେ ଅଟ ହସ ମୁଁ ଅଟେ କାନ୍ଦ।।
ଜୀବନ ରେ ଥାଏ ଯଦି
ଜନ୍ମ ଓ ମୃତ୍ୟୁ
ତୁମେ ଅଟ ଜନ୍ମ ମୁଁ ଅଟେ ମୃତ୍ୟୁ।।
ଜୀବନ ରେ ଥାଏ ଯଦି
ସତ୍ୟ ଓ ମିଥ୍ୟା
ତୁମେ ଅଟ ସତ୍ୟ ମୁଁ ଅଟ ମିଥ୍ୟା।।
ଜୀବନ ରେ ଥାଏ ଯଦି
ପାପ ଓ ପୂଣ୍ୟ
ତମେ ଅଟ ପୂଣ୍ୟ ମୁଁ ଅଟେ ପାପ।।
ଜୀବନ ରେ ଥାଏ ଯଦି
ସ୍ବର୍ଗ ଓ ନର୍କ
ତୁମେ ଅଟ ସ୍ବର୍ଗ ମୁଁ ଅଟେ ନର୍କ।।
ଜୀବନ ରେ ଥାଏ ଯଦି
ଆଲୋକ ଓ ଅନ୍ଧାର
ତୁମେ ଅଟ ଆଲୋକ ମୁଁ ଅଟେ ଅନ୍ଧାର।
ଜୀବନ ରେ ଥାଏ ଯଦି
ସ୍ବପ୍ନ ଓ ବାସ୍ତବ
ତୁମେ ଅଟ ବାସ୍ତବ ମୁଁ ଅଟେ ସ୍ବପ୍ନ।।
ଜୀବନ ରେ ଥାଏ ଯଦି
ମାନ ଓ ଅପମାନ
ତୁମେ ଅଟ ମାନ ମୁଁ ଅଟେ ଅପମାନ।।
ଜୀବନ ରେ ଥାଏ ଯଦି
ଥଣ୍ଡା ଓ ଗରମ
ତୁମେ ଅଟ ଥଣ୍ଡା ମୁଁ ଅଟେ ଗରମ।।
ଜୀବନ ରେ ଥାଏ ଯଦି
ଶାନ୍ତ ଓ ଅଶାନ୍ତ
ତୁମେ ଅଟ ଶାନ୍ତ ମୁଁ ଅଟେ ଅଶାନ୍ତ।।
ଜୀବନ ରେ ଥାଏ ଯଦି
ନିଃଶ୍ବାସ ଓ ପ୍ରଶ୍ବାସ
ତୁମେ ଅଟ ନିଃଶ୍ବାସ ମୁଁ ଅଟେ ପ୍ରଶ୍ବାସ।।
ଏ ମିଶାଣ ଫେଡାଣ ଜୀବନ ରେ
ତୁମେ ଅଟ ମିଶାଣ
ମୁଁ ଅଟେ ଫେଡାଣ।
ଦୁହେଁ ଦୁହିଁଙ୍କର ରଖୁଥିବା ଧ୍ଯାନ
ମୋ ବିନା ତୁମ ଅସ୍ତିତ୍ବ
ନାହିଁ କିଛି ଜାଣ।।
💑💑💑💑💑💑
Comments
Post a Comment