ତୁମ ପାଖେ ହାରିବା..
ଭଲ ପାଇବା ମୋହର!!
ତୁମ ପାଖେ ନୀରବତା...
ଭାଷା ମୋ ଅନ୍ତର ର!!
ତୁମ ପାଖେ ସଂଜମତା....
ମାନବିକତା ମୋହର!!
ତୁମ ପାଖେ କାନ୍ଦିବା..
ଲୁହ ସବୁ ଖୁସିର!!
ତୃମ ପାଖେ ହସିବା,....
ଛଳ ଛଳ ମନ ର!!
ତୁମ ପାଖେ ଅଳି କରିବା..
ଅଭିମାନୀ ମନର!!
ତୁମ ପାଇଁ ସଜ ହେବା....
ଉନ୍ମାଦନା ବୟସ ର!!
ତୁମର ସାନ୍ନିଧ୍ୟ....
ସାର୍ଥକତା ଜୀବନର!!
ତୁମେ ଅଟ ପ୍ରେମିକ....
ମୋ ମନ ଆକାଶର
ତୁମକୁ ସମର୍ପିତ....
ଏ ଟିକି ହୃଦୟ ମୋହର।।।
🌹🌹🌹🌹🌹🌹
Comments
Post a Comment