ନୀଳ ଗଗନ ନୀଳିମା ତଳେ...
ନୀଳ ସାଗର ନୀଳ ଢେଉ ରେ...
ନାଚେ ଶାମୁକା ତାଳ ରେ ତାଳେ......
ନୀଳ ପାହାଡର ନୀଳ ଛାତି ରେ.
ନୀଳ ସୁନ୍ଦରୀ ନୀଳ ଆଖି ରେ....
ଦେଖେ ଶାମୁକା ନାଚେ ଉତ୍ତାଳେ....
ହୋଇ ବାତୁଳ ଈର୍ଷା ରେ ଜଳେ....
ନୀଳିମା ସାଜି ନୀଳ ଶାଢି ରେ..
ଆହୁଲା ମାରି ନୀଳ କଇଁ ରେ...
ଭାସିଯିବ ସତେ ନୀଳ କଲ୍ଲୋଳେ.....
Comments
Post a Comment