*ସ୍ମୃତି* ତୁମ ହସ କାନ୍ଦ ର ମିଳନ.
*ସ୍ମୃତି* ତୁମ ପାପ ପୂଣ୍ୟ ର ବନ୍ଧନ।
*ସ୍ମୃତି* ତୁମ ସତ ମିଛ ର ମିଶାଣ
*ସ୍ମୃତି* ତୁମ ରାଗ ପ୍ରେମ ର ସୁମଧୂର କ୍ଷଣ।
*ସ୍ମୃତି* ତୁମ ଶାନ୍ତ ଅଶାନ୍ତ ମନର ବର୍ଣ୍ଣନ
*ସ୍ମୃତି* ତୁମ ସ୍ବପ୍ନ ବାସ୍ତବ ସ୍ପନ୍ଦନ।
*ସ୍ମୃତି* ତୁମ ଦିବା ରାତ୍ର ସଂଯୋଜନ
*ସ୍ମୃତି* ତୁମ ସୂର୍ଯ୍ୟ ଚନ୍ଦ୍ର ସଂକଳନ
*ସ୍ମୃତି* ତୁମ ଫୁଲ ଭ୍ରମର ଗୁଞ୍ଜନ।
*ସ୍ମୃତି* ତୁମ ପ୍ରଥମ ରାତି ଶିହରଣ।
*ସ୍ମୃତି* ତୁମ ରାଧା କୃଷ୍ଣ ମାନ ଅଭିମାନ।
*ସ୍ମୃତି* ତୁମ ଭକ୍ତ ଭଗବାନ ପ୍ରେମ
*ସ୍ମୃତି* ତୁମ 50 ବର୍ଷର ର ମିଳନ।
*ସ୍ମୃତି* ତୁମ ଅଟେ ଏକ ଓ ଅଭିନ୍ନ।
ସାଉଁଟା ସ୍ମୃତି କୁ କରି ଆଭୁଷଣ
ଚାଲୁଥାଅ ସଦା ଜନମ ଜନମ।
✍🏻_*ମିନାକ୍ଷୀ*_
Comments
Post a Comment