ଅଭିମାନରେ ମୋ
ପ୍ରେମ ହିଁ ଝଲକେ
ଦେଖିପାରୁନକି ପ୍ରୀୟେ
ଗେଲରେ ଦି ପଦ ଶୁଣିବା ପାଇଁ କି
ଛଳନାର ଆଶ୍ରା ନିଏ।
-----------------------------------
ଲୁହ ର ଧାର ମୋ ଶୁଖି ତ ଗଲାଣି
କଜଳ ର ଗାର ଲିଭି ତ ଗଲାଣି
ବିଶ୍ବାସ ର ବନ୍ଧ ଭାଙ୍ଗି ତ ଗଲାଣି
ସ୍ବପ୍ନ ର ଆଶା ହଜି ତ ଗଲାଣି।
ଅଚିହ୍ନା ଅଚିହ୍ନା ସବୁ ଲାଗିଲାଣି।
ଜୀବନଟା ଭାରି ଭାରି ଭି ହେଲାଣି।
ଆଉ କେତେ ଦିନ,, ଆଉ କେତେ ଦିନ ଭାବି ଭାବି ଦିନ ସରି ଆସିଲାଣି।
Comments
Post a Comment