ସ୍ମୃତି ଏକ .....
ତୁମ ର ମିଠା ମିଠା ପ୍ରଥମ ସ୍ପର୍ଶ ର,
ସ୍ମୃତି ଏକ....
ତୁମ ଓଠରେ ମିଠା ମିଠା ହସର,
ସ୍ମୃତି ଏକ....
ତୁମ ମୋ ଭିତରେ ଥିବା ମଧୁର ସଂପର୍କ ର,
ସ୍ମୃତି ଏକ.....
ତୁମ ମୋ ଭିତରେ
ଅବୁଝା ନୋକଝୋକ ର,
ସ୍ମୃତି ଏକ.....
ତୁମ ମୋ ଭିତରେ ଥିବା ମାନ ଅଭିମାନର,
ସ୍ମୃତି ଏକ .....
ତୁମ ପ୍ରତିଶ୍ରୁତି ହସି ହସେଇବାର,
ସ୍ମୃତି ଏକ...
ତୁମ ନୀଳ ଆଇନା ରେ ମୋ ନୀଳ ପ୍ରତିଛବିର,
ସ୍ମୃତି ଏକ.....
ତୁମ ହୃଦୟରେ ଥିବା ଦରଦୀ କୋହର,
ସ୍ମୃତି ଏକ......
ତୁମ ଆଙ୍କାକ୍ଷା, ଅଭିଳାଷା, ଅନୁରାଗର,
ସ୍ମୃତି......
ତୁମ ପାଇଁ ଅନୁଗତ ମୋ ଆପଣା ପରିଚୟ ର.....
Comments
Post a Comment