ନନା......!!!!
ଝୁଣ୍ଟି ପଡିବିନି ବୋଲି ହାତ ଧରି ଚାଲି ଶିଖେଇଲ....
ବୋଉ.....!!!!
ଖୁସି ରେ ରହିବି ବୋଲି ପଣତ ଛାୟା ରେ ସବୁବେଳେ ଘୋଡେ଼ଇ ରଖିଲ....
ଆଜି ମୁଁ ଖୋଜୁଛି ତୁମର ସେଇ ଆଶୀଷ ଭରା ହାତ
ଆଉ ପଣତ।
ପଡ଼ିବା ଶିଖିଥିଲେ....
ମୁଁ ଆଜି ନିଜେ ଉଠି ପାରିଥାନ୍ତି...
କଣ୍ଟାରେ ଚାଲିବା ଶିଖିଥିଲେ.....
ଆଜିର କଣ୍ଟକ ପଥକୁ ଆବୋରି ନେଇଥାନ୍ତି....
କୁହ କ'ଣ କରିବି ଆଜି ମୁଁ...???
Comments
Post a Comment