ମୁଁ ମିନାକ୍ଷୀ ଦ୍ବିବେଦୀ ପ୍ରତିଶୃତି ନୂଆ ସକାଳର ସଂକଳ୍ପ ପରିବାରରୁ ଗର୍ବ ର ସହ କହୁଛି.....
ପ୍ରତିଶୃତି ଏକ ଖୋଲା ମେଲା ଆକାଶ....
ଯାହାର ଉଡାଣର ପ୍ରଶସ୍ତ ଅଗଣାରେ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି, ସଭ୍ୟତା, ଐତିହ୍ୟର ସମନ୍ବୟ ହୋଇଛି।
ଝରା ପତ୍ରକୁ ବିଦାୟ ଦେବା, କଳିରୁ ଫୁଲ ଫୁଟିବା , ଦୁଃଖ ରେ ସୁଖ, ସୁଖ ରେ ଦୁଃଖ, ସ୍ବପ୍ନ, ବାସ୍ତବର ମଧୁ ରସ ପାଠକ, ପାଠିକାଙ୍କ ମନ , ହୃଦୟ ଜିତି ପାରିଛି।
ଆମର ଏହି ପ୍ରତିଶୃତିର ସ୍ବପ୍ନ ହିଁ ତ ଜୀବନ....
ଜନ୍ମ ଜନ୍ମାନ୍ତରର ଅତୁଟ ବନ୍ଧନ....
ଏମିତି ପ୍ରତିଶୃତି ର ସଦେୟ ଉତ୍ତରୋତ୍ତର ଉନ୍ନତି ହଉ।
ବିଦଗ୍ଧ ପାଠକ ପାଠିକା ତାର ସ୍ବାଦ ସର୍ବଦା ସେବନ କରୁଥାନ୍ତୁ।
ସାଧକ ସାଧିକା ଙ୍କ କଲମରୁ ଏମିତି ଅମୃତ ଝରୁଥାଉ।
ଧନ୍ୟବାଦ
Comments
Post a Comment