[3/1, 7:04 AM] Minakshi Dwivedy: ଷୋଡ଼ଶ ସଂଭାର ଧୂପ ନୈବଦ ଦେଇ ଯେତେ କର ମୂର୍ତ୍ତି ପୂଜା।
ପିତା ମାତାଙ୍କ ଠୁ ଏ ଦୁନିଆରେ ବଡ଼ କେହି ନାହିଁ ଦୁଜା।
[3/13, 3:02 PM] Minakshi Dwivedy: ନାରୀ ଏକାଧାରରେ ବ୍ରହ୍ମା, ବିଷ୍ଣୁ, ମହେଶ୍ବର ଙ୍କ ଅବତାର।
ନାରୀ ପାଖରେ ସୃଷ୍ଟି କରିବା,ପାଳନ କରିବା,ସଂହାର କରିବାର କ୍ଷମତା ଅଛି।
ନାରୀ ଶକ୍ତି କୁ ନମନ 🙏
Comments
Post a Comment