[3/14, 11:25 AM] Minakshi Dwivedy: ତନ କଳା ମୋର କର ପଛେ ପ୍ରଭୁ
ମନ କଳା ମୋର କରନା
ମୋ ସ୍ବଚ୍ଛ ମନ ଆଇନାରେ କଳା,କଳଙ୍କ ଭରନା।
[3/14, 11:33 AM] Minakshi Dwivedy: କୃତ୍ରିମ ରଙ୍ଗ ତ କାଲି ଛାଡି ଯିବ....
ଚିରକାଳ ରହିଯିବ ସ୍ନେହ, ମମତାର ରଙ୍ଗ
[3/14, 11:33 AM] Minakshi Dwivedy: ହୋଲିର ରଙ୍ଗ ଡର ଲାଗେନା....
ଡର ଲାଗେ ଛଳନା,ପ୍ରତାରଣାର ରଙ୍ଗ...
[3/15, 1:14 AM] Minakshi Dwivedy: ନିଜ ମନରୁ କଳା,କଳୁଷ ପୋଛି ସ୍ନେହ,ପ୍ରେମ ରଙ୍ଗରେ ରଙ୍ଗେଇ ଯାଅ...
ଦେଖିବ ଜୀବନଟା ରଙ୍ଗମୟ ହୋଇଯିବ....
Comments
Post a Comment