[3/13, 10:25 PM] Minakshi Dwivedy: ବିଭିନ୍ନ ଲୋକ ଙ୍କ ଭିନ୍ନ ଭିନ୍ନ ମତ ଥାଏ,
ତେଣୁ ପରିବାରରେ ଭି ଏମିତି ଅନେକ ମନାନ୍ତର, ମତାନ୍ତର ହୋଇଥାଏ
ତାକୁ ଭୁଲି ଯିଏ ସମସ୍ତଙ୍କ ସହ ମିଶି ଆଗକୁ ବଢିପାରେ ସେ ହିଁ ପ୍ରକୃତ ମଣିଷ।
[3/14, 12:01 AM] Minakshi Dwivedy: ଅହଂକାର ମଣିଷ ଆଖିରେ ଅନ୍ଧପୁଟୁଳି ବାନ୍ଧିଦିଏ।
[3/14, 12:25 AM] Minakshi Dwivedy: ଯେତେ ଗର୍ବ, ଅହଂ,ରାଗ ,ଋଷା ଈର୍ଷା କର
ସମସ୍ତଙ୍କ ଅନ୍ତିମ ସ୍ଥଳ ଗୋଟିଏ...
Comments
Post a Comment