[4/8, 11:46 PM] Minakshi Dwivedy: ସମୟ ଆସିଲେ ମୁଁ
ଆପେ ଆପେ ଧରା ଦେବି
ହେ ମୃତ୍ୟୁ...!!!
ଏବେ ତ ଶାନ୍ତି ରେ ଟିକେ ବଂଚିବାକୁ ଦେ...
ମନଭରି ଭଲ ପାଇବାକୁ ଦେ....
[4/11, 7:39 PM] Minakshi Dwivedy: ମୋ ସ୍ମୃତି ପାଉଁଶ ରୁ ଟିକେ ନେଇ ମଥାରେ ମାରିକି ଦେଖିବ
ମୁଁ ତୁମକୁ କେତେ ଭଲ ପାଉଥିଲି ଜାଣି ପାରିବ।।।
[4/12, 11:32 AM] Minakshi Dwivedy: ତୁମେ ମୋ ପାଇଁ ଏକ ସୁନ୍ଦର କବିତା,
ମୁଁ ତୁମ ପାଇଁ ଏକ ଜଳନ୍ତା ସଳିତା।
ତୁମେ ମୋ ହୃଦୟର ସାଇତା ମୁକୁତା....
ମୁଁ ତୁମ ପାଇଁ କିନ୍ତୁ ଚୀର ଅଭିସପ୍ତା।
[4/12, 11:44 AM] Minakshi Dwivedy: ନୂଆ ପତ୍ର କଅଁଳିବାକୁ ହେଲେ ଗଛ କୁ ପ୍ରଥମେ ସବୁ ପତ୍ର ହରେଇବାକୁ ପଡିଥାଏ।
ସେମିତି ସୁଖର ସ୍ବାଦ ପାଇବାକୁ ହେଲେ ପ୍ରଥମେ ଦୁଃଖ ର ସ୍ବାଦ ଅନୁଭବ କରିବାକୁ ପଡିଥାଏ।
Comments
Post a Comment