[4/6, 11:31 AM] Minakshi Dwivedy: ଯେଉଁଠି ନିଜ ନିଃଶ୍ବାସ ଭି ସାଥୀ ଛାଡିଦିଏ
ସେଠି ମୋର ମୋର ହୋଇ ଲାଭ କ'ଣ...???
[4/6, 11:34 AM] Minakshi Dwivedy: ଆଜି ଅଛୁ କାଲିକୁ ନାହିଁ
ଏହା ଭାବି ପ୍ରତି ମୂହୁର୍ତ୍ତ ଖୁସିରେ ବଞ୍ଚିବାକୁ ଚେଷ୍ଟା କରିବା
କିଏ ଜାଣେ କାଲିର ସୂର୍ଯ୍ୟୋଦୟ ଆମ ଭାଗ୍ୟ ରେ ଅଛିକି ନାହିଁ..!!!
[4/7, 9:26 AM] Minakshi Dwivedy: ବିଶ୍ବାସ ର ଅମ୍ଳଜାନ ରେ ଯଦି ସ୍ନେହ, ମମତାର ଉଦଜାନ ମିଶ୍ରଣ ହୋଇଯା'ନ୍ତା....
ତେବେ ଜୀବନ ର ଗତି ତରଳ,ସରଳ,ସ୍ବଚ୍ଛ ମୟ ହୋଇଯା'ନ୍ତା।
[4/7, 9:35 AM] Minakshi Dwivedy: ମିଛରେ ମିଛରେ ଭାବି ମୁଁ ନେଇଛି
ତମେ ମତେ ଭଲ ପାଅ
ସେଇ ମିଛ ମତେ ସୁଖ ଦଉଛି
ସତ ଦିଏ ଖାଲି ଲୁହ।
[4/7, 10:33 AM] Minakshi Dwivedy: ମୋ ଆଖିରେ ଲୁହ ହୋଇ ରହିଯାଅ
ଦେଖିବ ସେହି ଲୁହ କୁ କେବେ ତଳେ ପଡିଯିବାକୁ ଦେବିନି,
ସବୁବେଳେ ସାଇତି ରଖିବି।
Comments
Post a Comment