ଯାହାର କ୍ଷମା ମାଗିବାର ଓ କ୍ଷମା କରିବାର ମନୋବଳ ଅଛି
ସେ ଜୀବନରେ କେବେ ହାରି ନଥାଏ।
[5/5, 4:27 PM] Minakshi Dwivedy:
ସମସ୍ତେ ଜୀବନରେ କିଛି ନା କିଛି ଭୁଲ କରିଥା'ନ୍ତି,
ଯିଏ ଅନ୍ୟ ର ଭୁଲକୁ ନଜର ଅନ୍ଦାଜ କରି ତାଙ୍କୁ ଆପଣେଇ ଥାଏ
ସେ ପ୍ରକୃତ ରେ ସୃଜନଶୀଳ ମଣିଷ।
[5/5, 4:34 PM] Minakshi Dwivedy:
ଅଙ୍କର ଅଙ୍କୁଶେ ଛନ୍ଦା ଏ ଜୀବନ
ଲାଭ,କ୍ଷତି ଭାଗ ମାପେ ବନ୍ଧା ତାର ମନ
ସଂପର୍କ ର ସଂଜ୍ଞା ଆଜି ହାରେ ସ୍ବାଭିମାନ
ମୋର ତୋର ତରାଜୁରେ ତୋଳେ ରାତିଦିନ
ହେ ଶୁଦ୍ଧି ଝନ..
ଅନ୍ତିମ ସ୍ଥଳ ଜାଣ ଅଟଇ ଶ୍ମଶାନ।
Comments
Post a Comment