[8/9, 7:00 PM] Minakshi Dwivedy: ବିଧାତା ଗଢିଛି ଏମିତି ବନ୍ଧନ
ଭାଇ ଭଉଣୀ ସ୍ନେହ ମନେ କରି ଧ୍ୟାନ
ସେହି ସଂପର୍କ ଅଟେ ଯେ ଦୁର୍ଲଭ
କେହି ନ ଦେଖନ୍ତି ନିଜ କ୍ଷତି ଲାଭ
ରାକ୍ଷୀ ନୁହେଁ ସେତ ମମତାର ଡୋର
ରକ୍ଷା କବଚ ଅଟେ ସଦା ଭଉଣୀର।
[8/9, 11:35 PM] Minakshi Dwivedy: ଭାଇ, ଭଉଣୀ ର ପ୍ରିତୀ ବନ୍ଧନ ଏ
ରାକ୍ଷୀ ତ ସୁରକ୍ଷା କବଚ
ଏହି ରାକ୍ଷୀ ସଦା ରହିଥାଉ ସାକ୍ଷୀ
ବିଶ୍ବାସ ରେ ଚଢୁ ପାହାଚ।
[8/9, 11:50 PM] Minakshi Dwivedy: ସେନେହ ସୂତା ରେ ମମତା ମାଳିରେ
ବାନ୍ଧିଲି ତୋ ହାତେ ରାକ୍ଷୀ
ମୋ ଆୟୁଷ ତତେ ଲାଗିଯାଉ ଭାଇ
ରାକ୍ଷୀ ହବ ତାର ସାକ୍ଷୀ।
[8/9, 11:50 PM] Minakshi Dwivedy: ଭାଇ, ଭଉଣୀ ର ପ୍ରିତୀ ବନ୍ଧନ ଏ
ରାକ୍ଷୀ ତ ସୁରକ୍ଷା କବଚ
ଏହି ରାକ୍ଷୀ ସଦା ରହିଥାଏ ସାକ୍ଷି
ବିଶ୍ବାସ ରେ ଚଢେ ପାହାଚ।
Comments
Post a Comment