*ସ୍ବାଧୀନତା.....*
ସ୍ବାଧୀନତା ଆମ ଚୀର ଅଭିମାନ
ସ୍ବାଧୀନତା ଆମ ଦେଶର ବିଶ୍ଳେଷଣ
ସ୍ବାଧୀନତା ଆମର ହୃଦବୋଧ
ସ୍ବାଧୀନତା କରେ ସଂସ୍କୃତି ର ବିକାଶ
ସ୍ବାଧୀନତା ଭରେ ଅନେକ ରେ ଏକତା
ସ୍ବାଧୀନତା ମାନସିକତା ର ମୂଲ୍ୟବୋଧ
ସ୍ବାଧୀନତା ସୁନ୍ଦର ସୃଷ୍ଟି ର କରେ ସର୍ଜନା
ସ୍ବାଧୀନତା ଭାବ,ଭାଇଚାରାର ସଂପର୍କ
ସ୍ବାଧୀନତା ଏକ ମୁକ୍ତ ଆକାଶର ବିହଙ୍ଗ
ସ୍ବାଧୀନତା ନାରୀ ପୁରୁଷ ରେ ଭରେ ସମାନତା
ସ୍ବାଧୀନତା ଆମ ଅହଂକାର
ସ୍ବାଧୀନତା ପ୍ରେରଣା ର ଉତ୍ସ
ସ୍ବାଧୀନତା ମୁକ୍ତ ଆକାଶର ବିହଙ୍ଗ
ସ୍ବାଧୀନତା ଚୀର ହାସ୍ୟମୟୀ,ଚୀର ଲାସ୍ୟମୟୀ ଆନନ୍ଦମୟୀ ଧାରା
ସ୍ବାଧୀନତା ମାନବିକତାର ମୂଲ୍ୟବୋଧ
ସ୍ବାଧୀନତା ଏକ ମିଳିତ ସ୍ବର
ସ୍ବାଧୀନତା ଖୁସିର ଲହର
ସ୍ବାଧୀନତା ଆମ ପୂର୍ବଜ ଙ୍କ ବଳିଦାନ
ସ୍ବାଧୀନତା ଆମ ଜୀବନର ରକ୍ଷଣଶୀଳ ନିଦାନ।
Comments
Post a Comment