(ମା' ଦଶଭୁଜା )
ସଂଯୋଜକ ତୁ ଅସଂଜତ ମନର.....
ମଧୁମହକ ତୁ ଏ କ୍ଷୁଦ୍ର କଳିର......
ତୋ ବିନା ମାତ ଶୂନ୍ୟ ଏ ଭଣ୍ଡାର......
ପରିପୂର୍ଣ୍ଣା ତୋ ହୃଦ ପାରାବାର......
ସକଳ ସମୃଦ୍ଧିର ତୁ ହିଁ ଆଗାର.....
ବିଶ୍ବ ନିୟନ୍ତା ମାଗୋ ବିକଶିତ ସ୍ବପ୍ନ ର.....
ଧର୍ମ ର ରକ୍ଷକ ତୁ ସତ୍ୟ,ପ୍ରେମ,ଶ୍ରଦ୍ଧା ର....
ଦଶ ଦୁଃଖ ହାରିଣୀ ମାଗୋ ଦଶଭୁଜା ନାମ ତୋର।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
Comments
Post a Comment