[10/24, 8:38 AM] Minakshi Dwivedy: ଅଜ୍ଞାନରୁ ଜ୍ଞାନ, ଅଦୃଶ୍ୟ ରୁ ଦୃଶ୍ୟ,ଅନ୍ଧାରୁ ଆଲୋକ ଯାତ୍ରା,
ଦୀପାଳି ଆଲୋକେ ଧରଣୀର ବୁକେ ଭରୁ ଭାଇଚାରା ବାର୍ତ୍ତା।
[10/24, 8:46 AM] Minakshi Dwivedy: ଉଆଁସୀ ଛାତିରେ ପ୍ରଜ୍ଜ୍ଵଳିତ ଶିଖା
ତମ୍ରସା ର ହେଉ କ୍ଷୟ,
ଝରାଉ ପୀୟୂଷ ସବୁଜ ଧରଣୀ
ଧର୍ମ ର ହେଉ ଜୟ।
[10/24, 12:19 PM] Minakshi Dwivedy: ନବ ଚେତନାର ସୁରମ୍ୟ ସକାଳୁ
ଝରୁ ପ୍ରେମ ମନ୍ଦାକିନୀ,
ଦୀପ ପ୍ରଜ୍ବଳନେ
ଜ୍ୟୋତିର୍ମୟ ହେଉ
ଗାଉ ଅମୃତ ର ବାଣୀ।
Comments
Post a Comment