***ମମତାମୟୀ ମା***
'ମା' ନାମ ଉଚ୍ଚାରଣ ଏକକ୍ଷରୀ ମନ୍ତ୍ର
ତା ଭିତରେ ଲୀନ ଯେତେ ଗ୍ରନ୍ଥ,ଶ୍ଳୋକ, ସ୍ତୋତ୍ର ।
ମଧୁ ଠାରୁ ମଧୁମୟ ହୃଦୟ ତାହାର
ସ୍ନେହ, ଶ୍ରଦ୍ଧା,ଦୟା,ପ୍ରେମ ଅପାର ଭଣ୍ଡାର ।
ତା ପ୍ରଥମ ଶାଶ୍ଵତ ପ୍ରେମ ନାଲି ରଙ୍ଗ ଥିଲା
ଗର୍ଭ ଚିରି,ଅନ୍ତଫାଡି ଜନମ ସେ ଦେଲା।
ଦୁନିଆରେ ଶ୍ରେଷ୍ଠ ତାର ଅଲୌକିକ ପ୍ରେମ
ବାତ୍ସଲ୍ୟ ମମତା ଭରା ପୂଣ୍ୟ ଗଙ୍ଗା ସମ।
ଦ୍ବିତୀୟ ଶାଶ୍ଵତ ପ୍ରେମ ଧଳା ରଙ୍ଗ ଥିଲା
ସ୍ତନ ଭାଙ୍ଗି ବକ୍ଷ ଚିରି ଉଦର ଭରିଲା ।
ମହୌଷଧି ସମ ତା'ର କରୁଣାର ବାରି
ବିପଦକୁ ଆପଦୁ ଆମ ନୟା କରେ ପାରି।
ସମର୍ପଣ,ବଳିଦାନ ତା ଗଳାର ହାର
ସନ୍ତାନ ର ବିଶ୍ବାସ ସେ ପ୍ରଥମ ସ୍ବାକ୍ଷର।
ତୃତୀୟ ଶାଶ୍ଵତ ପ୍ରେମ ତା ରଙ୍ଗ ପଣତ
ଘଣ୍ଟ ଘୋଡାଇ ରଖେ ସତେ ଶ୍ରୀକ୍ଷେତ୍ର ନେତ।
ମା କୋଳ ରକ୍ଷା କବଚ ବଟ ବୃକ୍ଷ ଛାୟା
ବ୍ରହ୍ମାଣ୍ଡେ ସ୍ବତନ୍ତ୍ର ଅଟେ ତା' ପବିତ୍ର କାୟା।
ଏନ୍ତୁଡ଼ି ରୁ ମଶାଣି ସେ ପ୍ରେରଣାର ଉତ୍ସ
ମା ହିଁ ଆଶା ଭରସା ମା ହିଁ ବିଶ୍ଵାସ।
ମା ଡାକ ପ୍ରତିଧ୍ଵନି ଏକ ପବିତ୍ର ସ୍ପନ୍ଦନ
ତାର ଦିବ୍ୟ ପ୍ରେମାଶିଷ ହୁଏ ନାହିଁ ମ୍ଳାନ।
ସୃଜନଶୀଳ ସୃଷ୍ଟିର ସେ ସୁତ୍ରଧାର ଟିଏ
ଆତ୍ମା ପରମାତ୍ମା ମଝିରେ ଦେବୀ ସମ ସିଏ।
ମମତା କଳନା ପାଇଁ ନାହିଁ କୋଉ ଯନ୍ତ୍ର
ତା ଜୀବନ , ତା ଅଶୀଷ ସତେ ଗାୟତ୍ରୀ ମନ୍ତ୍ର।
ମା' ଠୁ ଆରମ୍ଭ ଜୀବନ ମା' ଠାରେ ଶେଷ
ମା ପାଇଁ ଆମେ ସବୁ ନେଉଛେ ନିଃଶ୍ୱାସ।
ମିନାକ୍ଷୀ ଦ୍ବିବେଦୀ ***ମମତାମୟୀ ମା***
'ମା' ନାମ ଉଚ୍ଚାରଣ ଏକକ୍ଷରୀ ମନ୍ତ୍ର
ତା ଭିତରେ ଲୀନ ଯେତେ ଗ୍ରନ୍ଥ,ଶ୍ଳୋକ, ସ୍ତୋତ୍ର ।
ମଧୁ ଠାରୁ ମଧୁମୟ ହୃଦୟ ତାହାର
ସ୍ନେହ, ଶ୍ରଦ୍ଧା,ଦୟା,ପ୍ରେମ ଅପାର ଭଣ୍ଡାର ।
ତା ପ୍ରଥମ ଶାଶ୍ଵତ ପ୍ରେମ ନାଲି ରଙ୍ଗ ଥିଲା
ଗର୍ଭ ଚିରି,ଅନ୍ତଫାଡି ଜନମ ସେ ଦେଲା।
ଦୁନିଆରେ ଶ୍ରେଷ୍ଠ ତାର ଅଲୌକିକ ପ୍ରେମ
ବାତ୍ସଲ୍ୟ ମମତା ଭରା ପୂଣ୍ୟ ଗଙ୍ଗା ସମ।
ଦ୍ବିତୀୟ ଶାଶ୍ଵତ ପ୍ରେମ ଧଳା ରଙ୍ଗ ଥିଲା
ସ୍ତନ ଭାଙ୍ଗି ବକ୍ଷ ଚିରି ଉଦର ଭରିଲା ।
ମହୌଷଧି ସମ ତା'ର କରୁଣାର ବାରି
ବିପଦକୁ ଆପଦୁ ଆମ ନୟା କରେ ପାରି।
ସମର୍ପଣ,ବଳିଦାନ ତା ଗଳାର ହାର
ସନ୍ତାନ ର ବିଶ୍ବାସ ସେ ପ୍ରଥମ ସ୍ବାକ୍ଷର।
ତୃତୀୟ ଶାଶ୍ଵତ ପ୍ରେମ ତା ରଙ୍ଗ ପଣତ
ଘଣ୍ଟ ଘୋଡାଇ ରଖେ ସତେ ଶ୍ରୀକ୍ଷେତ୍ର ନେତ।
ମା କୋଳ ରକ୍ଷା କବଚ ବଟ ବୃକ୍ଷ ଛାୟା
ବ୍ରହ୍ମାଣ୍ଡେ ସ୍ବତନ୍ତ୍ର ଅଟେ ତା' ପବିତ୍ର କାୟା।
ଏନ୍ତୁଡ଼ି ରୁ ମଶାଣି ସେ ପ୍ରେରଣାର ଉତ୍ସ
ମା ହିଁ ଆଶା ଭରସା ମା ହିଁ ବିଶ୍ଵାସ।
ମା ଡାକ ପ୍ରତିଧ୍ଵନି ଏକ ପବିତ୍ର ସ୍ପନ୍ଦନ
ତାର***ମମତାମୟୀ ମା***
'ମା' ନାମ ଉଚ୍ଚାରଣ ଏକକ୍ଷରୀ ମନ୍ତ୍ର
ତା ଭିତରେ ଲୀନ ଯେତେ ଗ୍ରନ୍ଥ,ଶ୍ଳୋକ, ସ୍ତୋତ୍ର ।
ମଧୁ ଠାରୁ ମଧୁମୟ ହୃଦୟ ତାହାର
ସ୍ନେହ, ଶ୍ରଦ୍ଧା,ଦୟା,ପ୍ରେମ ଅପାର ଭଣ୍ଡାର ।
ତା ପ୍ରଥମ ଶାଶ୍ଵତ ପ୍ରେମ ନାଲି ରଙ୍ଗ ଥିଲା
ଗର୍ଭ ଚିରି,ଅନ୍ତଫାଡି ଜନମ ସେ ଦେଲା।
ଦୁନିଆରେ ଶ୍ରେଷ୍ଠ ତାର ଅଲୌକିକ ପ୍ରେମ
ବାତ୍ସଲ୍ୟ ମମତା ଭରା ପୂଣ୍ୟ ଗଙ୍ଗା ସମ।
ଦ୍ବିତୀୟ ଶାଶ୍ଵତ ପ୍ରେମ ଧଳା ରଙ୍ଗ ଥିଲା
ସ୍ତନ ଭାଙ୍ଗି ବକ୍ଷ ଚିରି ଉଦର ଭରିଲା ।
ମହୌଷଧି ସମ ତା'ର କରୁଣାର ବାରି
ବିପଦକୁ ଆପଦୁ ଆମ ନୟା କରେ ପାରି।
ସମର୍ପଣ,ବଳିଦାନ ତା ଗଳାର ହାର
ସନ୍ତାନ ର ବିଶ୍ବାସ ସେ ପ୍ରଥମ ସ୍ବାକ୍ଷର।
ତୃତୀୟ ଶାଶ୍ଵତ ପ୍ରେମ ତା ରଙ୍ଗ ପଣତ
ଘଣ୍ଟ ଘୋଡାଇ ରଖେ ସତେ ଶ୍ରୀକ୍ଷେତ୍ର ନେତ।
ମା କୋଳ ରକ୍ଷା କବଚ ବଟ ବୃକ୍ଷ ଛାୟା
ବ୍ରହ୍ମାଣ୍ଡେ ସ୍ବତନ୍ତ୍ର ଅଟେ ତା' ପବିତ୍ର କାୟା।
ଏନ୍ତୁଡ଼ି ରୁ ମଶାଣି ସେ ପ୍ରେରଣାର ଉତ୍ସ
ମା ହିଁ ଆଶା ଭରସା ମା ହିଁ ବିଶ୍ଵାସ।
ମା ଡାକ ପ୍ରତିଧ୍ଵନି ଏକ ପବିତ୍ର ସ୍ପନ୍ଦନ
ତାର ଦିବ୍ୟ ପ୍ରେମାଶିଷ ହୁଏ ନାହିଁ ମ୍ଳାନ।
ସୃଜନଶୀଳ ସୃଷ୍ଟିର ସେ ସୁତ୍ରଧାର ଟିଏ
ଆତ୍ମା ପରମାତ୍ମା ମଝିରେ ଦେବୀ ସମ ସିଏ।
ମମତା କଳନା ପାଇଁ ନାହିଁ କୋଉ ଯନ୍ତ୍ର
ତା ଜୀବନ , ତା ଅଶୀଷ ସତେ ଗାୟତ୍ରୀ ମନ୍ତ୍ର।
ମା' ଠୁ ଆରମ୍ଭ ଜୀବନ ମା' ଠାରେ ଶେଷ
ମା ପାଇଁ ଆମେ ସବୁ ନେଉଛେ ନିଃଶ୍ୱାସ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
ନିଉ ଦିଲ୍ଲୀ
ଦିବ୍ୟ ପ୍ରେମାଶିଷ ହୁଏ ନାହିଁ ମ୍ଳାନ।
ସୃଜନଶୀଳ ସୃଷ୍ଟିର ସେ ସୁତ୍ରଧାର ଟିଏ
ଆତ୍ମା ପରମାତ୍ମା ମଝିରେ ଦେବୀ ସମ ସିଏ।
ମମତା କଳନା ପାଇଁ ନାହିଁ କୋଉ ଯନ୍ତ୍ର
ତା ଜୀବନ , ତା ଅଶୀଷ ସତେ ଗାୟତ୍ରୀ ମନ୍ତ୍ର।
ମା' ଠୁ ଆରମ୍ଭ ଜୀବନ ମା' ଠାରେ ଶେଷ
ମା ପାଇଁ ଆମେ ସବୁ ନେଉଛେ ନିଃଶ୍ୱାସ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
ନିଉ ଦିଲ୍ଲୀ
୭୯୭୮୦୮୨୮୩୪
ନିଉ ଦିଲ୍ଲୀ
Comments
Post a Comment